ମୋ ନାମ Bulu Das।
ମୁଁ ଏକ Digital Marketing Coach ଓ Founder of Digital Swaraj।
ମୋର ମିଶନ୍ ହେଉଛି —
👉 ଓଡ଼ିଶାର Businessman, Student, Working Professional ଓ Housewife ମାନଙ୍କୁ ସରଳ ଓଡ଼ିଆ ଭାଷାରେ Digital Marketing ଶିଖାଇ ତାଙ୍କୁ Digital ଭାବେ ସ୍ୱାଧୀନ କରିବା।
ଏକ ସମୟରେ ମୁଁ ମଧ୍ୟ Confused ଥିଲି।
YouTube, Facebook, Online Business — ସବୁ ଦେଖୁଥିଲି କିନ୍ତୁ Roadmap ନଥିଲା।
Digital Marketing ଶିଖିବାକୁ ଚାହିଲେ ସବୁଠି English Content।
ଓଡ଼ିଆରେ କିଛି Structured System ନଥିଲା।
ସେଠାରୁ ମୋର ମନରେ ଏକ ସ୍ୱପ୍ନ ଆସିଲା —
“କାହିଁକି ଆମ ଓଡ଼ିଶାର ଲୋକମାନେ ଭାଷା ପାଇଁ ପଛରେ ପଡ଼ିବେ?”
ଏହି ସ୍ୱପ୍ନ ରୁ ଜନ୍ମ ନେଲା — Digital Swaraj।
ମୋର Mission
“Odisha କୁ Digital ଭାବେ ସ୍ୱାଧୀନ କରିବା”
ମୁଁ ଚାହୁଁଛି —
ପ୍ରତ୍ୟେକ ଯୁବକ ନିଜର Skill ରୁ Income କରୁନ୍ତୁ
ପ୍ରତ୍ୟେକ Business Online ଯାଉ
ପ୍ରତ୍ୟେକ ଘରେ Digital Awareness ଆସୁ